Skip to content
-
Subscribe to our newsletter & never miss our best posts. Subscribe Now!
  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ
  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ

Archives

  • August 2026
  • July 2026

Categories

  • Uncategorized
  • ଓଡିଶା
  • ଜିଲ୍ଲା
  • ଦେଶ ବିଦେଶ
  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ
Subscribe
Close

Search

ଓଡିଶାଜିଲ୍ଲା

ଭୁବନେଶ୍ୱର ଜୟଦେବ ଭବନରେ ସାମ୍ବାଦିକତା ପାଠ୍ୟକ୍ରମର ସଫଳ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ, କାଶୀପୁରର ବୈକୁଣ୍ଠ ଦୁରିଆ ୭୧% ନମ୍ବର ସହ ଉତ୍ତୀର୍ଣ୍ଣ

By admin
August 7, 2026 1 Min Read
0
Spread the love

ଭୁବନେଶ୍ୱର- ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କଳିଙ୍ଗ ମିଡିଆ ସର୍ଭିସ ଇନଷ୍ଟିଟ୍ୟୁଟ୍ ପକ୍ଷରୁ Professional Course in Journalism & Mass Communication ସଫଳତାର ସହ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା।ଏହି ଅବସରରେ ପାଠ୍ୟକ୍ରମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କାର୍ଯ୍ୟରତ ସାମ୍ବାଦିକ ବୈକୁଣ୍ଠ ଦୁରିଆ ୭୧% ପ୍ରତିଶତ ନମ୍ବର ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ପ୍ରମାଣପତ୍ର ଗ୍ରହଣ କରିଥିଲେ। ତାଙ୍କର ଏହି ସଫଳତା କାଶୀପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।କାର୍ଯ୍ୟକ୍ରମରେ କଳିଙ୍ଗ ମିଡିଆ ସର୍ଭିସର ସଭାପତି ଗୋକୁଳାନନ୍ଦ ପଟ୍ଟନାୟକ, ସମ୍ପାଦକ ଡ଼. ମହେଶ୍ୱରଙ୍କ ସମେତ ବହୁ ବିଶିଷ୍ଟ ବୁଦ୍ଧିଜୀବୀ, ଅତିଥି ଏବଂ ସଂସ୍ଥାର ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କଳିଙ୍ଗ ମିଡିଆ ସର୍ଭିସ ଇନଷ୍ଟିଟ୍ୟୁଟ୍‌ର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ମଧ୍ୟ ଏହି ସମାରୋହରେ ଯୋଗଦେଇଥିଲେ।ସମାରୋହରେ ସାମ୍ବାଦିକତା କ୍ଷେତ୍ରରେ ନୈତିକତା, ବୃତ୍ତିଗତ ଦକ୍ଷତା ଓ ସମାଜ ପ୍ରତି ସାମ୍ବାଦିକଙ୍କ ଦାୟିତ୍ୱ ସମ୍ପର୍କରେ ଅତିଥିମାନେ ମତ ପ୍ରକାଶ କରିବା ସହ ସାମ୍ବାଦିକମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବୈକୁଣ୍ଠ ଦୁରିଆଙ୍କ ଏହି ସଫଳତା ପାଇଁ କାଶୀପୁର ବ୍ଲକର ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

Author

admin

Follow Me
Other Articles
Previous

Jake Dennis on taking the championship lead: “It’s going to be an incredible fight with the five of us” | Formula – E News

Next

Watch: Delhi-NCR drowns in rain chaos; 7 videos show waterlogging, gridlock | India News

No Comment! Be the first one.

Leave a Reply Cancel reply

Your email address will not be published. Required fields are marked *

US appeals court halts Trump’s $400 million ballroom project, grants 14 days for Supreme Court appeal

US appeals court halts Trump’s $400 million ballroom project, grants 14 days for Supreme Court appeal

August 7, 2026
Manchester City reject Barcelona’s opening offer for Rodri amid transfer uncertainty | Football News

Manchester City reject Barcelona’s opening offer for Rodri amid transfer uncertainty | Football News

August 7, 2026
Wwe: Roman Reigns vs. Brock Lesnar net worth in 2026: Comparing WWE salaries, career earnings, endorsements, business ventures, investments, lifestyle, assets, and overall financial success | WWE News

Wwe: Roman Reigns vs. Brock Lesnar net worth in 2026: Comparing WWE salaries, career earnings, endorsements, business ventures, investments, lifestyle, assets, and overall financial success | WWE News

August 7, 2026
Onion, oil or chicken: What made your thali costlier in July

Onion, oil or chicken: What made your thali costlier in July

August 7, 2026

About Us

We love WordPress and are here to provide you with professional-looking WordPress themes so you can take your website one step ahead. We focus on simplicity, elegant design, and clean code.

TG: Ads

About Us

Lorem ipsum dolor sit amet, consectetur adipiscing elit, sed do eiusmod tempor incididunt ut labore et dolore magna aliqua.

We love WordPress and we are here to provide you with professional-looking WordPress themes so that you can take your website one step ahead. We focus on simplicity, elegant design, and clean code.

Category

  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ

Useful Links

  • ରାଜ୍ୟ
  • ଦେଶ ବିଦେଶ
  • ଜିଲ୍ଲା
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ
  • Privacy Policy
  • Contact Us
  • About Us
  • Terms of Use
Copyright 2026 — Koshal Sambad. All rights reserved. SSWPL