ଭୁବନେଶ୍ୱର ଜୟଦେବ ଭବନରେ ସାମ୍ବାଦିକତା ପାଠ୍ୟକ୍ରମର ସଫଳ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ, କାଶୀପୁରର ବୈକୁଣ୍ଠ ଦୁରିଆ ୭୧% ନମ୍ବର ସହ ଉତ୍ତୀର୍ଣ୍ଣ
ଭୁବନେଶ୍ୱର- ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କଳିଙ୍ଗ ମିଡିଆ ସର୍ଭିସ ଇନଷ୍ଟିଟ୍ୟୁଟ୍ ପକ୍ଷରୁ Professional Course in Journalism & Mass Communication ସଫଳତାର ସହ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା।ଏହି ଅବସରରେ ପାଠ୍ୟକ୍ରମରେ ସଫଳତାର ସହ…