ଦେଶର ସବୁ ବଡ ବଡ ଧନୀ ଲୋକଙ୍କ ଘରକୁ ଯାଇଥାଏ ଏହି ଡାଇରୀ ର ଦୁଧ, ଗୋଟେ ଲିଟର ଦୁଧର ମୂଲ୍ୟ ହେଉଛି.

କ୍ଷୀର କୌଣସି ବ୍ୟକ୍ତିର ଶାରୀରିକ ବିକାଶ ପାଇଁ କେତେ ଜରୁରୀ ହୋଇଥାଏ, ଏହା କାହାକୁ କହିବାକୁ ଦରକାର ନାହିଁ । ଗୋଟିଏ ଗରିବ ବ୍ୟକ୍ତି ହେଉ କିମ୍ବା ଧନୀ ବ୍ୟକ୍ତି ସମସ୍ତଙ୍କୁ କ୍ଷୀର ଦରକାର ପଡି ଥାଏ । କିନ୍ତୁ ଧନୀ ଲୋକମାନ ସାଧାରଣ କ୍ଷୀର ପିଅନ୍ତି ନାହିଁ । ମହାରାଷ୍ଟ୍ର ର ପୁନେରେ ଭାଗ୍ୟଲକ୍ଷ୍ମୀ ନାମକ ଏକ ଡାଇରୀ ଚାଲୁଅଛି ।ଏହି ଡାଇରୀର ଗ୍ରାହକଙ୍କ ଲିଷ୍ଟ ବହୁତ ଲମ୍ବା ଅଟେ ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଲୀଉଡ ର ଶହଂଶାହ ଅମିତାଭ ବଚ୍ଚନ ଠୁ ନେଇ ବିଜନେସମାନ ଅଂବାନୀଙ୍କ ପରିବାରଙ୍କ ପାଇଁ ଏଠୁ କ୍ଷୀର ଯାଇ ଥାଏ ।କେବଳ ସେମାନେ ନୁହନ୍ତି ବଲୀଉଡ ର ଅଭିନେତା ଅକ୍ଷୟ କୁମାର, ହ୍ରୀତିକ ରୋଷନଙ୍କ ସହିତ ସଚିନ ତେନ୍ଦୁଲକର ଙ୍କ ଘରେ ଏହି ଡାଇରୀରୁ କ୍ଷୀର ଯାଇ ଥାଏ । ଏହି ଡାଇରୀର ଗୋଟିଏ ଲିଟର କ୍ଷୀରର ଦାମ ୯୦ ଟଙ୍କା ଅଟେ । ଆପଣଙ୍କୁ କହି ଦେଉଛୁ ଯେ ଏହି ଡାଇରୀର ମାଲିକଙ୍କର ନାମ ଦେବେନ୍ଦ୍ର ସାହ ଅଟେ ଏବଂ ସେ ନିଜେ କୁହନ୍ତି କି ସେ ଦେଶର ସବୁଠୁ ବଡ ଗଉଡ ଅଟନ୍ତି ।