Skip to content
-
Subscribe to our newsletter & never miss our best posts. Subscribe Now!
  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ
  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ

Archives

  • September 2026
  • August 2026
  • July 2026

Categories

  • Uncategorized
  • ଓଡିଶା
  • ଜିଲ୍ଲା
  • ଦେଶ ବିଦେଶ
  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ
Subscribe
Close

Search

ଓଡିଶା

ପୁଣି ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ୫ ଦିନ ପ୍ରବଳ ବର୍ଷା | Monsoon active in the state again; heavy rain for 5 days.

By admin
July 14, 2026 1 Min Read
0
Spread the love


Odisha

oi-Oneindia Staff

Time
Published: Tuesday, July 14, 2026, 16:21 [IST]

୨ ଦିନ ଧରି ଧୂଆଁଧାର ବର୍ଷା! । ରାଜ୍ୟରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା, ଘଡ଼ଘଡ଼ି ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି ।

Monsoon

ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିବାକୁ ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ୍ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲୋ ପ୍ରେସର ନେଇ ଉତ୍ତର ଓ ପୂର୍ବ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୫ ତାରିଖରେ କନ୍ଧମାଳ ଓ ୧୬ ତାରିଖରେ କେନ୍ଦ୍ରାପଡ଼ା, ଗଜପତି ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୫ ଓ ୧୬ ତାରିଖରେ ସବୁ ରାଜ୍ୟରେ ବର୍ଷା ନେଇ ଏକାଧିକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ଉପକୂଳ ଓଡ଼ିଶାରେ ୨ ଦିନ ଯାଏ ଗୁଳୁଗୁଳିର ସମ୍ଭାବନା ରହିଛି । ୧୭ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଓଡିଶା ଉପକୂଳରେ ମେଘୁଆ ପାଗ ସହ ୩୫ରୁ ୪୫ କିମି ଓ ସର୍ବାଧିକ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିଯୋଗୁ ସମୁଦ୍ର ଅଶାନ୍ତ ରହିବ ଓ ୧୩ ରୁ ୧୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

English summary

Monsoon active in the state again; heavy rain for 5 days.



Source link

Author

admin

Follow Me
Other Articles
Previous

Jos Buttler enters elite club, becomes only the second England player to… | Cricket News

Next

‘Learning a language never goes waste’: SC declines to stay CBSE’s three-language policy | India News

No Comment! Be the first one.

Leave a Reply Cancel reply

Your email address will not be published. Required fields are marked *

Bullion markets this week: US inflation, crude and Middle East tensions to set the tone

Bullion markets this week: US inflation, crude and Middle East tensions to set the tone

September 6, 2026
WATCH: Charles Leclerc’s Ferrari wrecked in brutal Monza crash, Scuderia home race turns chaotic | Racing News

WATCH: Charles Leclerc’s Ferrari wrecked in brutal Monza crash, Scuderia home race turns chaotic | Racing News

September 6, 2026
IPO rush ahead: 11 companies line up to raise Rs 7,055 crore from investors

IPO rush ahead: 11 companies line up to raise Rs 7,055 crore from investors

September 6, 2026
In 2006, a couple paid $2.4 million for a Lake George lot once tied to a 42-room mansion; 20 years later, their 6,000-sq-ft compound with 300 feet of shoreline is asking $7.99 million

In 2006, a couple paid $2.4 million for a Lake George lot once tied to a 42-room mansion; 20 years later, their 6,000-sq-ft compound with 300 feet of shoreline is asking $7.99 million

September 6, 2026

About Us

We love WordPress and are here to provide you with professional-looking WordPress themes so you can take your website one step ahead. We focus on simplicity, elegant design, and clean code.

TG: Ads

About Us

Lorem ipsum dolor sit amet, consectetur adipiscing elit, sed do eiusmod tempor incididunt ut labore et dolore magna aliqua.

We love WordPress and we are here to provide you with professional-looking WordPress themes so that you can take your website one step ahead. We focus on simplicity, elegant design, and clean code.

Category

  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ

Useful Links

  • ରାଜ୍ୟ
  • ଦେଶ ବିଦେଶ
  • ଜିଲ୍ଲା
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ
  • Privacy Policy
  • Contact Us
  • About Us
  • Terms of Use
Copyright 2026 — Koshal Sambad. All rights reserved. SSWPL