Skip to content
-
Subscribe to our newsletter & never miss our best posts. Subscribe Now!
  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ
  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ

Archives

  • September 2026
  • August 2026
  • July 2026

Categories

  • Uncategorized
  • ଓଡିଶା
  • ଜିଲ୍ଲା
  • ଦେଶ ବିଦେଶ
  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ
Subscribe
Close

Search

ଓଡିଶା

କୋଭିଡ୍ ପାଇଁ ଓଡିଶା ସୀମାରେ ହାଇଆଲର୍ଟ | High alert at Odisha borders due to COVID.

By admin
July 13, 2026 2 Min Read
0
Spread the love


Odisha

oi-Oneindia Staff

Time
Published: Monday, July 13, 2026, 17:26 [IST]

କୋଭିଡ୍ ପାଇଁ ଓଡିଶା ସୀମାରେ ହାଇଆଲର୍ଟ। ଆନ୍ଧ୍ରପ୍ରଦେଶରେ କୋଭିଡ୍ ମୃତ୍ୟୁ ପରେ ଓଡିଶା ସୀମାରେ ହାଇଆଲର୍ଟ ପାଇଁ ନିର୍ଦ୍ଦେଶ ଜାରି ରହିଛି। ଆନ୍ଧ୍ର ସୀମାନ୍ତ ଜିଲାର ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଜାରି କରାଯାଇଛି। କୋଭିଡ୍ ଲକ୍ଷଣ ଦେଖାଗଲେ ସନ୍ଦିଗ୍ଧଙ୍କର ଟେଷ୍ଟ କରାନ୍ତୁ। ଜିଲା ମୁଖ୍ୟାଳୟ ହସ୍ପିଟାଲରେ କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଓଡିଶାରେ କୋଭିଡ୍ ସତର୍କତା ଅଛି, ସବୁବେଳେ ଟେଷ୍ଟ କରାଯାଉଛି। ଆଗକୁ ରଥଯାତ୍ରା ଥିବାରୁ ନିୟମ ଅନୁସାରେ କୋଭିଡ୍ ଚିକିତ୍ସା ହେବ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି।

High alert

ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶର କଡ଼ପ୍ପା ଜିଲାରେ କରୋନା ସଂକ୍ରମଣ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଆଉ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଦୀର୍ଘ ୪ ବର୍ଷ ପରେ କରୋନା ଜନିତ ମୃତ୍ୟୁର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଗତ ଜୁନ ୨୮ ତାରିଖରେ ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କୁ ପ୍ରଥମେ ତିରୁପତିର ଶ୍ରୀ ଭେଙ୍କେଟେଶ୍ବର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା; କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଭେଲୋର ସ୍ଥାନାନ୍ତର କରାଯାଇଥିଲା। ଏଠାରେ ସେ କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଥିଲା। ସେ ମଧୁମେହ, ବୃକ୍‌କ ଜନିତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେହିପରି କରୋନା ସଂକ୍ରମିତ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ଘର କାଡ଼ପ୍ପା ଜିଲାର ମାସାପେଟାରେ ବୋଲି ଜଣାପଡ଼ିଛି।
ଅନ୍ୟ ୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସେମାନଙ୍କ ଘରେ ସଙ୍ଗରୋଧ କରାଯାଇଥିବା ବେଳେ ଜଣେ ରୋଗୀଙ୍କୁ ହସ୍ପିଟାଲର ସ୍ପେସାଲ କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଚାରିଜଣ କରୋନା ଟିକାର ଡବଲ ଡୋଜ୍‌ ନେଇଥିଲେ। ଏପରି କି ସେମାନଙ୍କ ମଧ୍ୟରୁ ଜଣେ ବୁଷ୍ଟର ଡୋଜ ମଧ୍ୟ ନେଇଥିଲେ। କଡ଼ପ୍ପା ଭାଇରୋଲୋଜି ଲାବୋରେଟୋରୀରେ ହୋଇଥିବା ପରୀକ୍ଷାରୁ ସେମାନେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି।
କରୋନା ସମ୍ପର୍କିତ ମାମଲା ସାମ୍ନାକୁ ଆସିବା ପରେ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ସମ୍ପୃକ୍ତ ଅଞ୍ଚଳରେ ନଜର ରଖିବା ସହ ସତର୍କତା ବଢ଼ାଇ ଦେଇଛି। ଅନ୍ୟପକ୍ଷରେ କଡ଼ପ୍ପା ଆମ୍‌ମାସ ପେଟ୍‌ରେ ମହାବବ୍‌ ବାସା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ମୃତ୍ୟୁ କରୋନାରେ ହୋଇଥିବା ଆଶଙ୍କା କରାଯାଉଥିଲା। ତେବେ ଡାକ୍ତରୀ ପରୀକ୍ଷା ପରେ ତାଙ୍କର ମୃତ୍ୟୁ ହୃଦ୍‌ଯନ୍ତ୍ର ଓ ଯକୃତରେ ଥିବା ସମସ୍ୟା ଯୋଗୁଁ ହୋଇଥିବା କଡ଼ପ୍ପା ଜିଲାପାଳ ସି. ଶ୍ରୀଧର ସ୍ପଷ୍ଟ କରି ଦେଇଛନ୍ତି।

English summary

High alert at Odisha borders due to COVID.



Source link

Author

admin

Follow Me
Other Articles
Previous

Watch: Iran ‘completely destroys’ Patriot air defences, fuel tanks, radar at US Gulf bases

Next

IED blast in Nagaland: Assam Rifles personnel killed, four injured | India News

No Comment! Be the first one.

Leave a Reply Cancel reply

Your email address will not be published. Required fields are marked *

Bullion markets this week: US inflation, crude and Middle East tensions to set the tone

Bullion markets this week: US inflation, crude and Middle East tensions to set the tone

September 6, 2026
WATCH: Charles Leclerc’s Ferrari wrecked in brutal Monza crash, Scuderia home race turns chaotic | Racing News

WATCH: Charles Leclerc’s Ferrari wrecked in brutal Monza crash, Scuderia home race turns chaotic | Racing News

September 6, 2026
IPO rush ahead: 11 companies line up to raise Rs 7,055 crore from investors

IPO rush ahead: 11 companies line up to raise Rs 7,055 crore from investors

September 6, 2026
In 2006, a couple paid $2.4 million for a Lake George lot once tied to a 42-room mansion; 20 years later, their 6,000-sq-ft compound with 300 feet of shoreline is asking $7.99 million

In 2006, a couple paid $2.4 million for a Lake George lot once tied to a 42-room mansion; 20 years later, their 6,000-sq-ft compound with 300 feet of shoreline is asking $7.99 million

September 6, 2026

About Us

We love WordPress and are here to provide you with professional-looking WordPress themes so you can take your website one step ahead. We focus on simplicity, elegant design, and clean code.

TG: Ads

About Us

Lorem ipsum dolor sit amet, consectetur adipiscing elit, sed do eiusmod tempor incididunt ut labore et dolore magna aliqua.

We love WordPress and we are here to provide you with professional-looking WordPress themes so that you can take your website one step ahead. We focus on simplicity, elegant design, and clean code.

Category

  • ଦେଶ ବିଦେଶ
  • ଜିଲ୍ଲା
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ

Useful Links

  • ରାଜ୍ୟ
  • ଦେଶ ବିଦେଶ
  • ଜିଲ୍ଲା
  • ଓଡିଶା
  • ରାଜନୀତି
  • ଅର୍ଥନୀତି
  • ବାଣିଜ୍ୟ
  • ଅପରାଧ
  • ଖେଳ
  • Privacy Policy
  • Contact Us
  • About Us
  • Terms of Use
Copyright 2026 — Koshal Sambad. All rights reserved. SSWPL